ଛବିରାଣୀ ହତ୍ୟାକାଣ୍ଡ – ସେଇ କାଳରାତ୍ରିର କାହାଣୀ
୧୯୮୦ର ସେଇ ରାତିରେ ଘଟିଥିଲା ଲୋମଟାଙ୍କୁରା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ହତ୍ୟାକାଣ୍ଡର ପଛରେ ଥିବା ରହସ୍ୟ ଓ ରୋମାଞ୍ଚକର ଘଟଣାର କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କିଛି କମ୍...
Details
କିଏ ଚୋରିକଲା ନେପୋଲିୟନଙ୍କ ହୃଦୟ
ଏକ ଅଦ୍ଭୁତ ପରିସ୍ଥିତିରେ ଯୋଶେଫାଇନଙ୍କ ସହ ସାକ୍ଷାତ ହୋଇଥିଲା ନେପୋଲିଅନଙ୍କର। ଏହା ସେହି ସମୟର କଥା ଯେତେବେଳେ ନେପୋଲିଅନଙ୍କ ଆଖିର ଇସାରାରେ ଫ୍ରାନ୍ସର ମାଟି ପାଣି ପବନ ଜୀବନ୍ୟାସ ପାଉଥିଲେ । ଦିନେ ସେ...
Details
ଶୁଣ ସୁଜନେ – ଆମ୍ର ପଲ୍ଲୀ ଓ ଯୁବ ସନ୍ନ୍ୟାସୀ
ଉଇିମହାବିହାରରେଯଦି ଜଣକର ଲକ୍ଷ୍ୟ ସ୍ଥିର ଆଉ ଉଦେ୍ଦଶ୍ୟ ନିର୍ମଳ ତା’ହେଲେ କୌଣସି ବ୍ୟକ୍ତି, ଘଟଣା ବା ପରିସ୍ଥିତି ତାକୁ ତା’ ପଥରୁ ବିଚୁ୍ୟତ କରିପାରିବ ନାହିଁ । ଅନେକ ଦିନ ତଳର କଥା ।...
Details
ଭୁଲିଗଲେ କି – ଛବିରାଣୀ
ଅଶୀ ଦଶକରେ ଓଡ଼ିଶାର ସେଇ ଛତିଥରା ଅପରାଧ ଯାହା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଛବିରାଣୀ ହତ୍ୟାକାଣ୍ଡ କୁ ନେଇ ଆମର ଧାରାବାହିକ ଉପସ୍ଥାପନା ଆଜିର ଦିନରେ ଦୁଷ୍କର୍ମ ଏଵଂ ଦୁଷ୍କର୍ମ ଜନିତ...
Details
ଶୁଣ ସୁଜନେ – ଅଣଦେଖା
ଆମେ ଅନ୍ୟକୁ ଗୁରୁତ୍ଵ ଦେବାକୁ ବୁଦ୍ଧିମାନର ବିଚାର ବୋଲି ଭାବିଥାଉ। କିନ୍ତୁ କେବେ କେବେ ଅନ୍ୟକୁ ଅଣଦେଖା କରିବା ହିଁ ବଡ଼ ବଡ଼ ସମସ୍ୟାରୁ ଆମକୁ ସମାଧାନର ବାଟ ଦେଖାଇ ଥାଏ। ଦିନେ ଜଣେ...
Details
ଶୁଣ ସୁଜନେ – ପଳାୟନ
ଥରେ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ କହିଲେ, ଉଚିତ ସମୟ ନ ଆସିବା ଯାଏ ଜଣେ ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି ତାକୁ ବାରମ୍ବାର ପଳାୟନ କରିବାକୁ ହୁଏ ଆଉ ଆତ୍ମଗୋପନ କରିବାକୁ ପଡ଼େ ।...
Details
ରାଜନୀତିରେ ଚା, ଚିନି ଓ ଦିଲ୍ଲୀ ପ୍ରସଙ୍ଗ
ଯଦିବା କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ (ଡବଲ ଇଞ୍ଜିନ) ସରକାର ରହିଲେ ଆଞ୍ଚଳିକ ବିକାଶ ଆଗେଇବ ବୋଲି ଅନେକଙ୍କ ଧାରଣା ରହିଛି। କିନ୍ତୁ ଛୋଟ ଛୋଟ ନିଷ୍ପତ୍ତି ପାଇଁ ଦିଲ୍ଲୀ ଉପରେ ନିର୍ଭର...
Details
ଶୁଣ ସୁଜନେ-ଶବ୍ଦ ବନାମ ଜ୍ଞାନ
ରୁଷିଆର ମହାନ ଚିନ୍ତକ ଅସ୍ପେନସ୍କି ଦିନେ ସନ୍ଥ ଗୁର୍ଜେଫଙ୍କ ନିକଟରେ ପହଞ୍ଚିଲେ ଆଉ କହିଲେ: ମୋତେ ତୁମକୁ କିଛି ପ୍ରଶ୍ନ କରିବାର ଅଛି । ଗୁର୍ଜେଫ୍ ତାଙ୍କୁ ଗୋଟିଏ କାଗଜ କଲମ ଦେଇ କହିଲେ:...
Details
ଆରମ୍ଭ ହେଲା ମହାକୁମ୍ଭ
ପ୍ରୟଗରାଜକୁ ଆସିଲେଣି ୫ କୋଟି, ଆଗକୁ ହୋଇପାରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ। ଜଗିଛନ୍ତି ୩୦ ହଜାର ପୋଲିସଶେ ଷ ହୋଇଛି ସାଧୁ, ସନ୍ଥ ତଥା ଆଧ୍ୟାତ୍ମିକବାଦୀମାନଙ୍କର ପ୍ରତୀକ୍ଷା । ୧୨ ବର୍ଷର ବ୍ୟବଧାନ...
Details
ଶୁଣ ସୁଜନେ – ଚନ୍ଦନ ଓ ଅଙ୍ଗର
ଆମେ ଯେମିତି ଲୋକକୁ ଆମ ସାଥିରେ ରଖିବା ଜୀବନରେ ଆମେ ଠିକ ସେହି ଅନୁସାରେ ଫଳ ଭୋଗିବା । ଆମ ଜୀବନର ଭଲମନ୍ଦ ଆମେ ବନଉଥିବା ସାଥୀ ତଥା ପି୍ରୟଜନ ଉପରେ ନିର୍ଭର କରିଥାଏ...
Details



ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା