Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5241)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2004)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Mon, Sep 14, 2026
TT Ads
ତାଜା ଖବର
ରାତି ପ୍ରାୟ ଗୋଟାଏ ବେଳକୁ ଫେରୁଥାଏ। ପାତ୍ରପଡ଼ା ଫ୍ଲାଏ ଓଭର ତଳେ ଜଣେ କିନ୍ନର ଲିଫ୍ଟ ମାଗିଲା। ଭାବିଲି ଏତେ ରାତିରେ ନେବି ନା ନାହିଁ। ସେଦିନ ତା ନିରୀହ ଓ ଅସହାୟ ମୁହଁ ମୋତେ ରହିବା ପାଇଁ ବାଧ୍ୟ କଲା। ଗାଡ଼ି ଆଗରେ ବସିଲା।
ଭାବିଲି କିଛି କଥା ହେବା। ପଚାରିଲି ତୁମେ ଏମିତି ରାତିରେ ବୁଳୁଛ କାହିଁକି। - ଆଉ କଣ କରିବୁ ସାର୍ ? - କାହା ଘରେ କାମ କରିପାରିବ ! - ଆମକୁ ଲୋକେ ମାଇଚିଆ ବୋଲି କୁହନ୍ତି। ଆମକୁ କିଏ କି କାମ ଦେବ ! - ଆଛା ତୁମ ଘର ଲୋକେ ? - ଟିକେ ମନ ଶୁଖେଇ କହିଲା, ଘର ଲୋକଙ୍କ ପାଇଁ ମୁଁ ମରିଯାଇଛି। କିଛି ସମୟ ଚୁପ୍ ରହିବା ପରେ ପଚାରିଲି, କାହିଁ ସେମାନେ କଣ ତୁମକୁ ଘରେ ପୁରାଉ ନାହାନ୍ତି। - ନା ସେୟା ନ ହେଲେ ମଧ୍ୟ ଆଉ ଘରେ ରହି ହେବନି। ଏ ବେଶରେ ଆମକୁ କିଏ ଘରେ ରଖିବ ! - ବେଶ ବଦଳେଇ ଦେଉ ନାହିଁ। - ନା ଯାହା ହେଲେବି ଲୋକେ ମାଇଚିଆ ବୋଲି ଡାକିବେ। - ତୁମେ ମାଇଚିଆ ଭଳି ହେଲେ ମାଇଚିଆ ଡାକିବେନି ? ମୁଁ ପାଲଟା ପ୍ରଶ୍ନ କଲି। - ଆମେ କ'ଣ ଜାଣିକି ମାଇଚିଆ ଭଳି ହେଉଛୁ ! ପିଲାବେଳୁ ସେଇ ଗୁଣ ପାଇଁ ମୁଁ ବହୁତ ହଇରାଣ ହେଲିଣି। ସ୍କୁଲରେ ପଢ଼ିବା ବେଳୁ ମୋତେ ମୋ ସାଙ୍ଗ ପିଲା ମାଇଚିଆ ଡାକିଲେ। ବଡ ହେଲା ପରେ ଗାଁ ଲୋକେ ମୋତେ ମାଇଚିଆ ଡାକିଲେ। ଏମିତି ହେଲା ଯେ ଘର ଲୋକେ ମୋତେ ଘରେ ପୂରେଇ ମାଡ ମାରିଲେ। ହେଲେ ମୋ ମାଇଚିଆ ଗୁଣ ଗଲାନି। ମୁଁ କଥା ବଦଳେଇଲି। ପଚାରିଲି, ଏବେ କୋଉଠି ରହୁଛି ? - ଭରତପୁର ବସ୍ତିରେ। ଅନ୍ୟ କିନ୍ନରଙ୍କ ସହ - ଘର କଥା, ଗାଁ କଥା... ମନେ ପଡୁନି ? - ହିଁ ମନେ ପଡ଼େ। ପଡିଲେ କ'ଣ ହେବ...? ତପୋବନ ଛକ ହୋଇଗଲା। ଏଇଠି ଓହ୍ଲେଇ ଦିଅ। ମୁଁ ପଳେଇବି। - ଏଠୁ କେମିତି ଯିବ ? - କିଏ ଦେଖା ହେବ। ନ ହେଲେ ଚାଲିକି ପଳେଇବି। - ମୁଁ ଛାଡ଼ିଦେବି କି ? - ନା ସାର୍। ଆପଣ ଭଲ ଲୋକ ବୋଲି ମୋତେ ଭଲରେ ଆଣିଲେ। ଅନ୍ୟମାନେ ବହୁତ୍ ହଇରାଣ କରନ୍ତି। - ମୁଁ ତୁମକୁ ଏତେ କଥା ପଚାରିଲି କିଛି ଖରାପ ଭାବିଲ କି ? - ନା (ଟିକେ ହସିଦେଇ) ବରଂ ଭଲ ଲାଗିଲା। ମନ ହାଲୁକା ହୋଇଗଲା। ମୁଁ ଆସୁଛି ସାର୍।
ଗବେଷଣା ପାଇଁ ବୈଜ୍ଞାନିକଙ୍କୁ ଦଣ୍ଡ କୋହଳ କଲେ ଅଦାଲତ
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ସାକ୍ଷାତକାର
Home
ସାକ୍ଷାତକାର
ଓଡ଼ିଶା ଜାଗରଣ
August 7, 2025
10 sec read
516
ଅଧରାତିରେ କିନ୍ନର ସହ କିଛିକଥା
ଓଡ଼ିଶା ଜାଗରଣ
December 21, 2024
0 sec read
434
ପ୍ଲାନେଟ ପ୍ୟାରେଡ
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5241)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2004)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
light rain
29
℃
33º - 26º
humidity:
72%
wind:
3 km/h
32
℃
Tue
33
℃
Wed
34
℃
Thu
34
℃
Fri
33
℃
Sat
31
℃
Sun
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771