Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5243)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Tue, Sep 15, 2026
TT Ads
ତାଜା ଖବର
ପୂର୍ବରୁ ଆଇସ୍କ୍ରିମ୍ରୁ ଆଙ୍ଗୁଠି ବାହାରିବାର ଖବର ତଥା ଖାଦ୍ୟର ବିଭିନ୍ନ ପ୍ରକାର ଜୀବଙ୍କ ଅଂଶ ବାହାରିଥିବା ଶୁଣିଥିବେ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁରର ବିଲହୌର ଅଞ୍ଚଳସ୍ଥ ଏକ ଢାବାରୁ ମଗାଯାଇଥିବା ରୁଟିରେ ମଲା ଝିଟିପିଟି ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ରକରି ଢାବାରେ ଉତ୍ତେଜନା ପ୍ରକାଶ ପାଇଥିଲା
।
ଖବର ନେବାରୁ ଜଣାପଡ଼ିଛି ଯେ, ଭବାନୀପୁର ଜିଟି ରୋଡରେ ଅବସ୍ଥିତ ବାଜପେୟୀ ରମୈୟା ଢାବା ଏକ ପ୍ରସିଦ୍ଧ ଢାବା। ଗତ ୮ ତାରିଖରେ ଏହି ଢାବାରେ ଖାଉଥିବା ବେଳେ ଜଣେ ଗ୍ରାହକଙ୍କ ତନ୍ଦୁରି ରୁଟିରେ ଏକ ମଲା ଝିଟିପିଟି ଦେଖିବାକୁ ମିଳିଥିଲା। ଯାହାକୁ କେନ୍ଦ୍ରକରି ଢାବା ମାଲିକଙ୍କ ସହ ଗ୍ରାହକଙ୍କ ପାଟିତୁଣ୍ଡ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ଢାବା ମାଲିକଙ୍କ ସମେତ ରୁଟି ପ୍ରସ୍ତୁତ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଢାବା ପରିଚାଳକ କର୍ମଚାରୀଙ୍କ ଭୁଲକୁ ସ୍ୱୀକାର କରି ଗ୍ରାହକଙ୍କୁ କ୍ଷମା ମାଗିଛନ୍ତି। ଦ୍ୱିତୀୟଥର ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି। ଅପରପକ୍ଷେ ଭାଇରାଲ ଭିଡିଓ ପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଢାବାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଢାବାର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା। ରୋଷେଇ ଘରେ ମଇଳା ଗଦା ଥିଲା, ପାତ୍ର ଏବଂ ରୋଷେଇ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇ ନ ଥିବା ଜଣାପଡ଼ିଥିଲା। ଏହାସହିତ, କୀଟପତଙ୍ଗ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ଯେପର୍ଯ୍ୟନ୍ତ ଢାବାର ସଫାସୁତରାରେ ଉନ୍ନତି ଆସି ନାହିଁ ସେ ପର୍ଯ୍ୟନ୍ତ ଢାବାକୁ ସିଲ କରି ଦିଆଯାଇଥିବା ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ସୁଟିଂସେଟ୍ରେ ଅଭିନେତ୍ରୀଙ୍କୁ ହୋଇଥିଲା ଅସଦାଚରଣ
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ସ୍ଵାସ୍ଥ୍ୟ
Home
ସ୍ଵାସ୍ଥ୍ୟ
ରୁଟିରୁ ବାହାରିଲା ମଲା ଝିଟିପିଟି
ଓଡ଼ିଶା ଜାଗରଣ
August 13, 2025
0 sec read
514
ଏକାଥରରେ ନିଟ୍ ପାସ୍ କଲେ ମାଆ, ଝିଅ
ଓଡ଼ିଶା ଜାଗରଣ
August 1, 2025
0 sec read
351
ପେଟ ଗ୍ୟାସ୍ ହେଉଥିଲେ ଚିନ୍ତା କରନ୍ତୁନି
ଓଡ଼ିଶା ଜାଗରଣ
July 28, 2025
1 sec read
462
ଚିନ୍ତା ବଢ଼ାଇଲା ସିନ୍ଥେଟିକ ଡ୍ରଗ୍ସ
ଓଡ଼ିଶା ଜାଗରଣ
July 26, 2025
0 sec read
342
ଏଲିଅନ୍ ଶିଶୁକୁ ନେଇ କ’ଣ କହୁଛନ୍ତି ଡାକ୍ତର
ଓଡ଼ିଶା ଜାଗରଣ
July 25, 2025
0 sec read
377
ଖାଦ୍ୟର ଗୁଣବତ୍ତା ହ୍ରାସ ପଛରେ ଜଳବାୟୁ ପରିବର୍ତ୍ତନ
ଓଡ଼ିଶା ଜାଗରଣ
July 16, 2025
0 sec read
227
ଖାଦ୍ୟର ଗୁଣବତ୍ତା ହ୍ରାସ ପଛରେ ଜଳବାୟୁ ପରିବର୍ତ୍ତନ
ଓଡ଼ିଶା ଜାଗରଣ
July 15, 2025
0 sec read
170
ପରିବା ଦର ଆକାଶଛୁଆ; ଅଣ୍ଡା, ଚିକେନ୍ ଅଛୁଆଁ
ଓଡ଼ିଶା ଜାଗରଣ
July 12, 2025
0 sec read
239
କ’ଣ ଖାଉଛନ୍ତି ଫଳ, ନା ବିଷ ?
ଓଡ଼ିଶା ଜାଗରଣ
July 5, 2025
0 sec read
307
ଲଡ଼ୁରୁ ବାହାରିଲା କଟା ଆଙ୍ଗୁଠି
ଓଡ଼ିଶା ଜାଗରଣ
June 24, 2025
0 sec read
265
1
2
3
…
7
Next
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5243)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
broken clouds
32
℃
34º - 26º
humidity:
72%
wind:
4 km/h
32
℃
Wed
33
℃
Thu
33
℃
Fri
32
℃
Sat
32
℃
Sun
32
℃
Mon
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771