ଶୁଣ ସୁଜନେ – ବଞ୍ଚିବାର ସୁଯୋଗ ଦେବା ବଡ଼ କଥା
ସନ୍ଥ ଜଲାଲୁଦ୍ଦିନ ନିଜର ଶିଷ୍ୟମାନଙ୍କୁ ନେଇ ଯେଉଁ ରାଜ୍ୟରେ ରହୁଥିଲେ ସେହି ରାଜ୍ୟର ରାଜା ଥିଲେ ସ୍ୱେଚ୍ଛାଚାରୀ। ସେ ନିରୀହ ପ୍ରଜାଙ୍କୁ ପୀଡ଼ା ଦେଉଥିଲେ। ସମସ୍ତେ ତାଙ୍କୁ ଘୃଣା କରୁଥିଲେ। ଦିନେ ଜଲାଲୁଦ୍ଦିନ ତାଙ୍କର...
Details
ଶୁଣ ସୁଜନେ – ସଚ୍ଚୋଟପଣିଆ
ପ୍ରତାପଗଡ଼ ବୋଲି ରାଜ୍ୟ ଥିଲା। ସେ ରାଜ୍ୟର ରାଜା ଧର୍ମପରାୟଣ ଥିଲେ। ହେଲେ ତାଙ୍କର ପିଲାପିଲି ନ ଥିଲେ। ରାଜା ଘୋଷଣା କଲେ- ଯେଉଁ ଯୁବକମାନେ ରାଜ୍ୟର ରାଜା ହେବାକୁ ଇଚ୍ଛୁକ ସେମାନେ ଆସି...
Details
ଶୁଣ ସୁଜନେ – ତଥାପି ବଞ୍ଚିବା
ସମସ୍ତେ ଆସିଛନ୍ତି, ଦିନେ ଚାଲିଯିବେ। କିନ୍ତୁ ଦୁନିଆର ସମସ୍ୟାକୁ ସମ୍ମୁଖୀନ ହୋଇ ନ ପାରି ଜୀବନ ହେଉଥିବା ବ୍ୟକ୍ତିଙ୍କୁ ଆପଣ କେବଳ କାପୁରୁଷ ବୋଲି କହିପାରିବେ। ମହାବୀର ଜୈନଙ୍କ କିଛି ଶିଷ୍ୟ ଜଣେ ବ୍ୟକ୍ତିଙ୍କୁ...
Details
ଶୁଣ ସୁଜନେ – ବୋକା କିଏ
ବେଳେବେଳେ ଆମେ ଭାବୁ ଯେ, ଆମେ ଅନ୍ୟକୁ ବୋକା ବନଉଛେ। ହେଲେ ଆମେ ଅନ୍ୟକୁ ନୁହେଁ, ଖୋଦ୍ ନିଜକୁ ହିଁ ବୋକା ବନେଇ ଥାଆନ୍ତି। ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ତାଙ୍କ ସ୍ତ୍ରୀ ନିକମ୍ମା କହି...
Details
କ’ଣ ଥିଲା ଆଲେକଜାଣ୍ଡାରଙ୍କ ଶେଷଇଚ୍ଛା
ମୃତ୍ୟୁ ପୂର୍ବରୁ ଗ୍ରୀକ୍ ବୀର ଆଲେକଜାଣ୍ଡାର ଯେଉଁ ସର୍ତ୍ତ ସବୁ ରଖିଥିଲେ କଣ ତାର ତାତ୍ପର୍ଯ୍ୟ। କାହିଁକି ଏଭଳି ସର୍ତ୍ତ ରଖିଲେ ଆଲେକଜାଣ୍ଡାର। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ବିଶ୍ୱକୁ ଜିତିସାରି ଗ୍ରୀସ୍...
Details
ଆରିଷ୍ଟୋଟଲ ଶିଖିଲେ
ଆରିଷ୍ଟୋଟଲ କିଛିଦିନ ଧରି ଚିନ୍ତାରେ ରହୁଥିଲେ । କାହା ସହ ମିଶୁ ନ ଥିଲେ କି କଥା ହେଉ ନ ଥିଲେ । କହୁଥିଲେ: ମୋତେ ଡିଷ୍ଟର୍ବ କରନାହିଁ । ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ...
Details
ଶୁଣ ସୁଜନେ – ସନ୍ନ୍ୟାସୀ ଓ କାଠ କଟାଳି
ଆପଣ ଭୂମିକୁ ଯେତିକି ଖୋଲିବେ ସେତେ ଅଧିକ ଓ ସେତେ ବିଶୁଦ୍ଧ ଜଳ ପାଇପାରିବେ। ସେଭଳି ଆପଣ ଯେତିକି ଅଭିଜ୍ଞତା ହାସଲ କରିବେ ତାହା ଆପଣଙ୍କୁ ସେତେ ମାର୍ଜିତ କରିବ। ତେଣୁ ଅଭିଜ୍ଞତା ବା...
Details
ଶୁଣ ସୁଜନେ – ସମର୍ପଣ
ମହାଭାରତ କଥା । ଦ୍ୱାରକାରେ ଶ୍ରୀକୃଷ୍ଣ ତାଙ୍କର ପଟ୍ଟମହିଷୀ ଋକ୍ମିଣୀଙ୍କ ସହ ବସି ପଶା ଖେଳୁଥାନ୍ତି । ହେଲେ ପଶା ଖେଳରେ ତାଙ୍କ ମନ ରହୁ ନଥାଏ । ସେ ବାରମ୍ବାର ଅନ୍ୟମନସ୍କ ହେଉଥାନ୍ତି...
Details
ଶୁଣ ସୁଜନେ – ନିଜ କର୍ମ ନିଜର
ଥରେ ଜଣେ ସାଧୁ ତାଙ୍କର ଶିଷ୍ୟମାନଙ୍କୁ ବୁଝେଇ କହିଲେ, ସବୁବେଳେ ନିଜର ଯେଉଁ କର୍ମ ତାହା କରିବା ଉଚିତ । ତାହା ଛୋଟ ହେଲେ ବି ସେଇଥିରେ ମଙ୍ଗଳ । ମାତ୍ର ଯେଉଁ କର୍ମ...
Details
ଶୁଣ ସୁଜନେ – ଆମ୍ର ପଲ୍ଲୀ ଓ ଯୁବ ସନ୍ନ୍ୟାସୀ
ଉଇିମହାବିହାରରେଯଦି ଜଣକର ଲକ୍ଷ୍ୟ ସ୍ଥିର ଆଉ ଉଦେ୍ଦଶ୍ୟ ନିର୍ମଳ ତା’ହେଲେ କୌଣସି ବ୍ୟକ୍ତି, ଘଟଣା ବା ପରିସ୍ଥିତି ତାକୁ ତା’ ପଥରୁ ବିଚୁ୍ୟତ କରିପାରିବ ନାହିଁ । ଅନେକ ଦିନ ତଳର କଥା ।...
Details



ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା