Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5247)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2007)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1788)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1483)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1278)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Fri, Sep 18, 2026
TT Ads
ତାଜା ଖବର
ଓଡ଼ିଶା ସାଧାରଣ ନିର୍ବାଚନ ପରବର୍ତ୍ତୀ ରାଜ୍ୟର ରାଜନୈତିକ ସ୍ଥିତିକୁ ଯଦି ଅନୁଧ୍ୟାନ କରାଯାଏ ତେବେ ବିଜେପି କ୍ଷମତାକୁ ଆସି ନିଜର ରାଜନୈତିକ ପତିୟାରାକୁ ପ୍ରମାଣିତ କରି ଗୋଟିଏ ପଏଣ୍ଟ ପାଇଛି। ତେବେ କଂଗ୍ରେସ ପୂର୍ବାପେକ୍ଷା ଭଲ କରିଥିବା ବେଳେ ସମାବେଶ କରି ଦୁଇ ପଏଣ୍ଟ ହାସଲ କରିଛି।
ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ଯଦି ଓଡ଼ିଶା ପଲିଟିକାଲ ଲିଗ୍ (ଓପିଏଲ୍) ବୋଲି ବିଚାର କରାଯାଏ କଂଗ୍ରେସ ୨.୧ ଗୋଲ୍ରେ ଆଗୁଆ ଅଛି। ଆଗକୁ ଏହି ବିଜୟ ଧାରାକୁ ଜାରି ରଖୁଛି ନା ପୁଣି ପଛରେ ପଡ଼ୁଛି ତାହା ଦେଖିବାକୁ ବାକି ରହିଲା।
ପ୍ରକାଶ ଥାଉ କି ପୂର୍ବ ସାଧାରଣ ନିର୍ବାଚନରେ କଂଗ୍ରେସ ୯ ଟି ବିଧାନସଭା ଆସନରେ ବିଜୟ ହୋଇଥିଲା। ଯଦିବା ବିରୋଧୀ ଦଳ ଆସନ ହରାଇଥିଲା ସେତେବେଳେ କଂଗ୍ରେସର ନବଗ୍ରହ ସ୍ଲୋଗାନ ବେଶ ରୋଚକପୂର୍ଣ୍ଣ ଥିଲା। ଯାହା ଦଳୀୟ କର୍ମୀଙ୍କ ମନୋବଳକୁ ମଜ୍ବୁତ୍ କରିଥିଲା। କିନ୍ତୁ ଗତ ୨୦୨୪ ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିଲା। କଂଗ୍ରେସ ଏହି କ୍ଷେତ୍ରରେ ଆଗୁଆ ରହି ଗୋଟିଏ ପଏଣ୍ଟ ନେଇଥିଲା। ପ୍ରମାଣିତ କରିଛି ଯେ, ଦଳ ଏବେ ଏକ ଭଲ ସ୍ଥିତିରେ ଅଛି।
ଏପରିସ୍ଥରେ ବିଜେପି କ୍ଷମତାକୁ ଆସିବା ପରେ ରାଜନୈତିକ କ୍ରୀଡ଼ା ମୈଦାନରେ ଗୋଟିଏ ଗୋଲ ହାସଲ କରିଥିଲା। କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ କଂଗ୍ରେସ ତାର ରାଜନୈତିକ ରଣକୌଶଳକୁ ଜୋର୍ଦାର କରିଛି। ୧୪ ବର୍ଷ ପରେ କଂଗ୍ରେସ ଭୁବନେଶ୍ୱରରେ ଏକ ବଡ଼ ସମାବେଶ କରି ନିଜର ଦବ୍ଦବା ଜାହିର କରିଛି। ପୁଣି ଥରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ତା’ର ପ୍ରୟାସ ଜାରି ରଖିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସ ଯଦି ଏହି ଧାରାକୁ ଜାରି ରଖେ ହୁଏ ତ ଭଲ ଫଳ ପାଇପାରେ। ପ୍ରକାରାନ୍ତେ ଏହା ଆସନ୍ତା ୨୦୨୯ ନିର୍ବାଚନରେ ବେଶ ପ୍ରଭାବ ପକାଇବ ବୋଲି କୁହାଯାଉଛି।
ଅଣ୍ଡା ଓ ରକ୍ତରେ ବୁଡ଼ିଲ ଗାନ୍ଧିମାର୍ଗ
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ରାଜନୀତି
Home
ରାଜନୀତି
ଓଡ଼ିଶା ଜାଗରଣ
March 27, 2025
0 sec read
351
ଓପିଏଲ୍ ମ୍ୟାଚରେ ୨.୧ ରେ କଂଗ୍ରେସ ଆଗୁଆ
ଓଡ଼ିଶା ଜାଗରଣ
March 27, 2025
0 sec read
312
ଅଣ୍ଡା ଓ ରକ୍ତରେ ବୁଡ଼ିଲ ଗାନ୍ଧିମାର୍ଗ
ଓଡ଼ିଶା ଜାଗରଣ
March 27, 2025
0 sec read
388
ଲୋୟର ପିଏମଜିରେ ପୁଲିସ କଂଗ୍ରେସ୍ କର୍ମୀ ଖଣ୍ଡଯୁଦ୍ଧ
ଓଡ଼ିଶା ଜାଗରଣ
March 27, 2025
0 sec read
263
ଓଲା ଓ ଉବରକୁ ଟକ୍କର ଦେବ ‘ସହକାର ଟ୍ୟାକ୍ସି’!
ଓଡ଼ିଶା ଜାଗରଣ
March 27, 2025
0 sec read
290
ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ
ଓଡ଼ିଶା ଜାଗରଣ
March 26, 2025
0 sec read
300
ଜାତୀୟ ସଙ୍ଗୀତକୁ ଅପମାନ; ବିହାର ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ
ଓଡ଼ିଶା ଜାଗରଣ
March 26, 2025
0 sec read
361
ଭିତରେ ଘଣ୍ଟମାଡ଼, ବାହାରେ ଧସ୍ତାଧସ୍ତି
ଓଡ଼ିଶା ଜାଗରଣ
March 25, 2025
2 sec read
277
ଇଦ୍ ପାଇଁ ଉପହାର ଦେବ ବିଜେପି
ଓଡ଼ିଶା ଜାଗରଣ
March 25, 2025
0 sec read
315
ବିଧାନସଭାରେ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ
ଓଡ଼ିଶା ଜାଗରଣ
March 24, 2025
0 sec read
364
ଓଡ଼ିଶାର କମିବ ୩ ଲୋକସଭା ଆସନ !
Prev.
1
…
6
7
8
9
10
…
17
Next
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5247)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2007)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1788)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1483)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1278)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
light rain
28
℃
33º - 28º
humidity:
68%
wind:
4 km/h
31
℃
Sat
31
℃
Sun
31
℃
Mon
33
℃
Tue
29
℃
Wed
30
℃
Thu
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771