ପୁଅ ବାବୁଶାନଙ୍କ ଫିଲ୍ମ ବ୍ୟନରରେ ଚାଲିଥିଲା ନୂଆ ଫିଲ୍ମର ସୁଟିଂ। ସେଠାରେ ଅସୁସ୍ଥ ହୋଇ ପଡିଲେ ବାବୁଶାନଙ୍କ ବାପା ତଥା ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁଟିଂ ସେଟରୁ ଆଣି ହସ୍ପିଟାଲରେ ଚିକିତ୍ସା କରା ଯାଉଛି।
ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ସେ ଏବେ ହସ୍ପିଟାଲର ଆଇସିୟୁରେ ଥିବା କୁହାଯାଉଛି। ତେବେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ପାରି ନ ଥିବାରୁ ସବିଶେଷ ସୂଚନା ମିଳି ପାରିନାହିଁ।
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା