Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5245)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1482)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Wed, Sep 16, 2026
TT Ads
ତାଜା ଖବର
ଅଜାଙ୍କ ମୃତ୍ୟୁ ସାଙ୍ଗକୁ ଦେହ ଅସୁସ୍ଥ। ଛୁଟି ପାଇଁ ସ୍କୁଲ୍ ଅଧ୍ୟକ୍ଷଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଛୁଟି ଦେବା ପାଇଁ ମନା କରି ଦେଇଥିଲେ ଶିକ୍ଷକ। ବାଧ୍ୟ ହୋଇ ସାଲାଇନ୍ ଲଗାଇ ସ୍କୁଲକୁ ଆସିଲେ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭଇଁସା ଆଦର୍ଶ ବିଦ୍ୟାଳୟରେ
।
ଖବର ନେବାରୁ ଜଣାପଡ଼ିଛି ଯେ, କିଛିଦିନ ତଳେ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଅଜାଙ୍କ ପରଲୋକ ଘଟିଥିଲା। ଗୁରୁବାର ଅଜାଙ୍କ ଶୁଦ୍ଧିକ୍ରିୟା ଥିଲା। ସେହିଭଳି ତାଙ୍କ ଦେହ ମଧ୍ୟ ଅସୁସ୍ଥ ଥିଲା। ଜ୍ୱର ହେବାରୁ ତାଙ୍କୁ କଲେଜ ଛକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଔଷଧ ଦେବା ସହ ଡାକ୍ତର ତାଙ୍କ ଦେହରେ ସାଲାଇନ୍ ଲଗାଇଥିଲେ। କିଛିଦିନ ବିଶ୍ରାମ ପାଇଁ ଛୁଟି ଆବେଦନ କରିଥିଲେ ପ୍ରକାଶ। ସ୍କୁଲ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ପ୍ରଧାନ ଛୁଟି ମଞ୍ଜୁର କରିବାକୁ ମନା କରିବାରୁ ସେ ଅଜାଙ୍କ ଶୁଦ୍ଧିକ୍ରିୟା ସାରି ପ୍ରକାଶ ପରିବାର ଲୋକଙ୍କ ସହାୟତାରେ ହାତରେ ସାଲାଇନ୍ ଧରି ସ୍କୁଲକୁ ଆସିଥିଲେ। ସେ ଦଳିତ ବର୍ଗର ହୋଇଥିବାରୁ ସ୍କୁଲ ପ୍ରିନ୍ସିପାଲ ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରକାଶ। ଅନ୍ୟ ଶିକ୍ଷକ ମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରୁଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେ। ଏନେଇ ଜଣାପଡ଼ିବା ପରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶିକ୍ଷକଙ୍କ ଦେହ ପ୍ରକୃତରେ ଅସୁସ୍ଥ ରହିଛି ତାହେଲେ କହିକି ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିନାହାନ୍ତି ତାହାର ତଦନ୍ତ କରାଯିବ ବୋଲି ବିଇଓ କହିଛନ୍ତି।
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ସ୍ଵାସ୍ଥ୍ୟ
Home
ସ୍ଵାସ୍ଥ୍ୟ
ମିଳିଲାନି ଛୁଟି, ହାତରେ ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ
ଓଡ଼ିଶା ଜାଗରଣ
March 7, 2025
0 sec read
334
ଶୀଘ୍ର ଛୁଆ ଜନ୍ମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଡ଼ିଶା ଜାଗରଣ
March 4, 2025
0 sec read
321
ନଦୀ, ହ୍ରଦରେ ମିଶୁଛି ୯୦ ପ୍ରତିଶତ ଆବର୍ଜନା
ଓଡ଼ିଶା ଜାଗରଣ
March 2, 2025
0 sec read
304
ମନ୍ କି ବାତରେ ‘ମେଦ’ ଚିନ୍ତା
ଓଡ଼ିଶା ଜାଗରଣ
February 23, 2025
0 sec read
299
ନିଯୁକ୍ତି ଅନିୟମିତା ନେଇ ଘାଣ୍ଟୁଛି ସିବିଆଇ
ଓଡ଼ିଶା ଜାଗରଣ
February 19, 2025
0 sec read
326
ଭୁବନେଶ୍ୱର ଏମ୍ସରେ ସିବିଆଇ ଟିମ୍
ଓଡ଼ିଶା ଜାଗରଣ
February 19, 2025
0 sec read
281
କେତେ ସ୍ନାନ ଉପଯୋଗୀ ସଙ୍ଗମ ଜଳ
ଓଡ଼ିଶା ଜାଗରଣ
February 19, 2025
0 sec read
378
‘୧୦୮’ ତ ରୋଗୀଙ୍କ ସେବାରେ, ‘୧୦୯’ କାହା ସେବାରେ ଲାଗିବ?
ଓଡ଼ିଶା ଜାଗରଣ
February 18, 2025
4 sec read
413
ପାଠ ହେଉ କି ପରୀକ୍ଷା; ସକାଳୁଆ କର, ପାଣି, ଓଆରଏସ୍ ରଖ
ଓଡ଼ିଶା ଜାଗରଣ
February 18, 2025
0 sec read
411
କୃମିନାଶକ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ
ଓଡ଼ିଶା ଜାଗରଣ
February 10, 2025
0 sec read
265
Prev.
1
…
3
4
5
6
7
Next
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5245)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1482)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
overcast clouds
31
℃
34º - 26º
humidity:
70%
wind:
4 km/h
33
℃
Thu
33
℃
Fri
32
℃
Sat
32
℃
Sun
33
℃
Mon
34
℃
Tue
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771