ଝାରପଡ଼ାରୁ ପ୍ରେମିକକୁ ଉଠାଇନେଲା ଝାଡ଼ଖଣ୍ଡୀ ପ୍ରେମିକା

ଝାରପଡ଼ାରୁ ପ୍ରେମିକକୁ ଉଠାଇନେଲା ଝାଡ଼ଖଣ୍ଡୀ ପ୍ରେମିକା

 ଆପଣ ପ୍ରେମ ପାଇଁ ପ୍ରେମିକାଙ୍କୁ ଅପହରଣ କଥା ଶୁଣିଥିବେ। ହେଲେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପ୍ରେମିକକୁ ଅପହରଣ କରିଛି ପ୍ରେମିକା। କେବଳ ଅପହରଣ କରି ନାହିଁ ମୁଣ୍ଡ ଜାମିନ ରଖି ୧୦... Details
ପୁଲିସ ନକଲି; ଠକେଇ ଅସଲି

ପୁଲିସ ନକଲି; ଠକେଇ ଅସଲି

ଦେଖିବାକୁ ପୂରା ଅସଲି ପୁଲିସ ଭଳି। କିନ୍ତୁ କାରବାର ପୂରା ନକଲି। ନିଜକୁ ପୁଲିସ ପରିଚୟ ଦେଇ ଲୋକଙ୍କୁ ଚାକିରି ଦେବାକୁ କହି ଟଙ୍କା ଠକେଇ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ... Details
ହୋଲିରେ ଜଳିଲା ଓଡ଼ିଶା, ୧୯ରୁ ବର୍ଷା

ହୋଲିରେ ଜଳିଲା ଓଡ଼ିଶା, ୧୯ରୁ ବର୍ଷା

ଶନିବାର ହୋଲି ପାଇଁ ପୂରା ରାଜ୍ୟବାସୀ ବ୍ୟସ୍ତ ଥିବା ବେଳେ ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ ରହିଥିଲା। ରାଜ୍ୟର ୧୩ ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଉପକୂଳ ଅପେକ୍ଷା... Details
ରାଜଧାନୀରେ ୧୧, ୮୦୬ ବେଆଇନ ଘର

ରାଜଧାନୀରେ ୧୧, ୮୦୬ ବେଆଇନ ଘର

ବିନା ମଞ୍ଜୁରୀରେ ରାଜଧାନୀରେ ନିର୍ମାଣ ହୋଇଛି ୧୧,୮୦୬ ଘର। ବିଧାନସଭା ଅଧିବେଶନ ସମୟରେ ଏକ ଲିଖିତ ଉତ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୦୧୮... Details
ଏମ୍ସ ନିକଟରେ ହାତୀ ପଲ

ଏମ୍ସ ନିକଟରେ ହାତୀ ପଲ

କମିବାରେ ଲାଗିଛି ଜଙ୍ଗଲ। ବୃଦ୍ଧି ପାଇବାରେ ଲାଗିଛି ଜନବସତି ଅଞ୍ଚଳ। ଏହାର ପ୍ରଭାବରେ ଜଂଗଲୀ ଜନ୍ତୁ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଭୁବନେଶ୍ୱର ଏମ୍ସ ନିକଟରେ ଏବେ ଜଙ୍ଗଲୀ ହାତୀଙ୍କୁ ଦେଖିବାକୁ ମିଳୁଛି। ଫଳରେ... Details
ରତିଅଧରେ ରାଜଧାନୀରେ ଏଟିଏମ୍  ଲୁଟେରାକୁ ଗୁଳି

ରତିଅଧରେ ରାଜଧାନୀରେ ଏଟିଏମ୍ ଲୁଟେରାକୁ ଗୁଳି

କିଛିଦିନ ଧରି ରାଜଧାନୀରେ ବଢୁଥିବା ଏଟିଏମ୍ ଲୁଟରେ ନିୟନ୍ତ୍ରଣ ଆଣିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏନ କାଉଣ୍ଟରରେ ବିହାରୀ ଲୁଟେରା ଆହତ ହୋଇଛି। ତାକୁ ଚିକିତ୍ସା... Details
IITM aids Bhubaneswar traffic

 ରାସ୍ତାଭିଡ କମାଇବ ମାଡ୍ରାସ ଆଇଆଇଟି

IITM aids Bhubaneswar traffic. ଜୟଦେବ ବିହାର ରାସ୍ତାରେ ଭିଡ କମାଇବା ପାଇଁ ମାଡ୍ରାସ ଆଇଆଇଟିର ସହଯୋଗରେ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ବିଭିନ୍ନ ସମସ୍ୟା ଯୋଗୁଁ ହେଉଥିବା... Details
ଯନ୍ତାରେ ପଡୁଛି ଗାଡ଼ି, ଟ୍ରାଫିକ ବସୁଛି ମାଡ଼ି

ଯନ୍ତାରେ ପଡୁଛି ଗାଡ଼ି, ଟ୍ରାଫିକ ବସୁଛି ମାଡ଼ି

ରାଜଧାନୀ ରାସ୍ତା କଡ଼ରେ ଆପଣ ଗାଡ଼ି ରଖି କେଉଁଠି ଯାଇଛନ୍ତି କି ? ତାହେଲେ ହଇରାଣ ହେବା ଟା ଥାଏ। ଏମିତି କି ନାକରେ କାନ୍ଦିବାକୁ ପଡିପାରେ। ରବିବାର ଭୁବନେଶ୍ୱର ସିଆରପି ଛକରେ ଛୋଟ... Details
ରାଉରକେଲାରେ ଛି ଛି ଛି…

ରାଉରକେଲାରେ ଛି ଛି ଛି…

ଶେଷରେ ସାତ ବର୍ଷର ନାବାଳିକାକୁ ଛାଡ଼ିଲେନି ଦେହ ଲୋଭି ରାକ୍ଷସ। ରାଉରକେଲା ଚାନ୍ଦିପୋଷ ଷ୍ଟେସନ ନିକଟରେ ଥିବା ଏକ ପରିତ୍ୟକ୍ତ କ୍ୟାବିନ ଭିତରେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ... Details
ନଦୀ, ହ୍ରଦରେ ମିଶୁଛି ୯୦ ପ୍ରତିଶତ ଆବର୍ଜନା

ନଦୀ, ହ୍ରଦରେ ମିଶୁଛି ୯୦ ପ୍ରତିଶତ ଆବର୍ଜନା

ରାଜ୍ୟର ପ୍ରମୁଖ ପୌର ନିଗମ ଅଞ୍ଚଳରୁ ନିର୍ଗତ ଆବର୍ଜନା ଜଳର ୯୦ ପ୍ରତିଶତ ପରିଚାଳନା ହୋଇପାରୁନାହିଁ। ସେଗୁଡିକ ବିଭିନ୍ନ ନଦୀ ଓ ହ୍ରଦରେ ମିଶୁଛି। ଏନେଇ ସିଏଜି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣା... Details