ସମସ୍ୟାର କେତେ ଉପରକୁ ଗଲେ ସଫଳତା ମିଳେ

ସମସ୍ୟାର କେତେ ଉପରକୁ ଗଲେ ସଫଳତା ମିଳେ

ପ୍ରତ୍ୟେକଙ୍କ ଜୀବନରେ ସମସ୍ୟା ଆସେ। ସେହି ସମସ୍ୟାକୁ ସମ୍ମୁଖୀନ ହେବା ଏକ ଦକ୍ଷତା ବା କଳା। ତେବେ ଅନେକ ସମୟରେ ସମସ୍ୟା ଠାରୁ ଉପରକୁ ଉଠିଯିବା ବା ସମସ୍ୟାର ଊର୍ଦ୍ଧ୍ୱକୁ ଚାଲିଯିବା ସବୁଠାରୁ ଦକ୍ଷ... Details
ମୁକୁଟ ଓହ୍ଲାଇ ମହର୍ଷିଙ୍କ ସାମ୍ନାକୁ ରାଜା କାହିଁକି ଗଲେ

ମୁକୁଟ ଓହ୍ଲାଇ ମହର୍ଷିଙ୍କ ସାମ୍ନାକୁ ରାଜା କାହିଁକି ଗଲେ

ସ୍ଵାଭିମାନ ଓ ଅଭିମାନ ଦୁଇଟି ପାଖାପାଖି ହେଲେ ମଧ୍ଯ ସ୍ଵଭିମାନରେ ଭରପୁର ନମ୍ରତା ରହିଥାଏ। ଯାହା ସତସଙ୍ଗ କରିବାର ସୁଯୋଗ ଦେଇଥାଏ। ରାଜା ଦୁଷ୍ମନ୍ତ ଥରେ ଜଙ୍ଗଲକୁ ପାରିଧି କରିବାକୁ ଯାଇଥାନ୍ତି । ସାଙ୍ଗରେ... Details
ଲଷ୍ୟସ୍ଥଳରେ ପହଞ୍ଚିବା ପାଇଁ ନିଜକୁ ଛୋଟ କରିଦିଅନ୍ତୁ

ଲଷ୍ୟସ୍ଥଳରେ ପହଞ୍ଚିବା ପାଇଁ ନିଜକୁ ଛୋଟ କରିଦିଅନ୍ତୁ

ଯିଏ ସଫଳତା ପାଏ ତାର ସମସ୍ତ ଦୋଷ ଦୁର୍ବଳତା ଲୁଚିଯାଏ। ତେଣୁ ସଫଳତାକୁ ଲକ୍ଷ୍ୟ ସ୍ଥଳ ଭାବି ଆଗକୁ ଯିବାକୁ ହେବ। ସେଥିପାଇଁ ଆପଣ ଯେତେ ଛୋଟ ହେବାକୁ ପଡେ ସେତେ ଛୋଟ କରି... Details
ଏମିତି ଦେଶ, ଯେଉଁଠି ଅପରାଧୀ ନାହାଁନ୍ତି କି ଜେଲ୍ ନାହିଁ

ଏମିତି ଦେଶ, ଯେଉଁଠି ଅପରାଧୀ ନାହାଁନ୍ତି କି ଜେଲ୍ ନାହିଁ

ଆଜିର ଦିନରେ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଅନେକ ଦେଶରେ ଅପରାଧୀ ମାତ୍ର ଏତେ ବଢ଼ି ଯାଉଛି ଯେ ଜେଲରେ ସ୍ଥାନ ନାହିଁ । କିନ୍ତୁ ଦୁନିଆର ଏଭଳି ଏକ ଦେଶ... Details
କାହାକୁ ସମ୍ପୂର୍ଣ୍ଣ ବିଶ୍ଵାସ କରାଯାଇପାରେ

କାହାକୁ ସମ୍ପୂର୍ଣ୍ଣ ବିଶ୍ଵାସ କରାଯାଇପାରେ

ଜୀବନରେ ଆମେ କାହାକୁ ବିଶ୍ଵାସ କରିବା ଆଗରୁ ବାରମ୍ବାର ତର୍ଜମା କରିଥାଉ। କିନ୍ତୁ ଦୁନିଆରେ ଏମିତି କେହି ବ୍ୟକ୍ତି ଅଛନ୍ତି ତାଙ୍କୁ ଅନ୍ଧଭାବେ ବିଶ୍ଵାସ କରାଯାଇ ପାରେ। ସେ କିଏ ? ବିମାନଟିଏ ପ୍ରଶାନ୍ତ... Details
ମାଆ ପାଖକୁ ପୁଅ ଦେଇଥିବା ଅବୁଝା ଉପହାର

ମାଆ ପାଖକୁ ପୁଅ ଦେଇଥିବା ଅବୁଝା ଉପହାର

ପ୍ରତ୍ୟେକ ଦିନ ରେଳଷ୍ଟେସନରେ ବୁଢ଼ିଟିଏ ବୁଲିବୁଲି ଭିକ ମାଗୁଥିଲା । ଯାହାକୁ ଦେଖୁଥିଲା ସେ ତା’ ଦୁଃଖ କଥା କହୁଥିଲା । ପୁଅଝିଅଙ୍କୁ ପାଠପଢ଼େଇ ମଣିଷ କଲା । ଅଥଚ ସେମାନେ ଚାକିରି ପାଇ... Details
ଜଣେ ଗୁରୁଙ୍କ ବୟସ କେତେ ହେବା ଉଚିତ୍

ଜଣେ ଗୁରୁଙ୍କ ବୟସ କେତେ ହେବା ଉଚିତ୍

ଆପଣ କେତେ ବୟସର ବ୍ୟକ୍ତିଙ୍କୁ ଗୁରୁ କରିପାରିବେ ? କାହାକୁ ଆପଣ ଗୁରୁ ବୋଲି ସମ୍ବୋଧନ କରି ପାରିବେ ? ଏଭଳି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରିଥାଏ। ଆସନ୍ତୁ ଜାଣିବା ଏ... Details
ସଚିନ୍ ମହାନ୍ କାହିଁକି

ସଚିନ୍ ମହାନ୍ କାହିଁକି

ଖଚ, ମିଛ, କୁକର୍ମ କରି ଜଣେ ବଡ଼ ହେଇପାରେ; ହେଲେ ସତକର୍ମ ଆଉ ସଚ୍ଚୋଟପଣିଆ ନ ଥିଲେ କେହି କେବେ ମହାନ ହେଇପାରେନା। ଆସନ୍ତୁ, କ୍ରିକେଟର ଈଶ୍ୱର ବୋଲି କଥିତ ସଚିନ ତେନ୍ଦୁଲକରଙ୍କ ଜୀବନର... Details
ଆଇନଷ୍ଟାଇନ ନିଜେ ଡ୍ରାଇଭିଂ କଲେ କାହିଁକି

ଆଇନଷ୍ଟାଇନ ନିଜେ ଡ୍ରାଇଭିଂ କଲେ କାହିଁକି

ମହାନ ପଦାର୍ଥବିତ୍ ଆଲବର୍ଟ ଆଇନଷ୍ଟାଇନଙ୍କର ପ୍ରିୟ ଡ୍ରାଇଭର ଥିଲା ହ୍ୟାରୀ । ଆଇନଷ୍ଟାଇନ ଯୁଆଡ଼େ ବି ଲେକ୍ଚର ଦେବାକୁ ଯାଉଥିଲେ, ହ୍ୟାରୀକୁ ସାଙ୍ଗରେ ନେଇ ଯାଉଥିଲେ । ଆଇନଷ୍ଟାଇନଙ୍କ ସହ ଯାଇଯାଇ ହ୍ୟାରୀ ମଧ୍ୟ... Details
ଥୋମାସଙ୍କ ମାଆ ମିଛ କହିଲେ କାହିଁକି

ଥୋମାସଙ୍କ ମାଆ ମିଛ କହିଲେ କାହିଁକି

ଥୋମାସ ଏଡ଼ିସନ୍ ଦିନେ ସ୍କୁଲରୁ ଘରକୁ ଫେରିଲେ ଓ ତାଙ୍କ ମାଆଙ୍କୁ ଖଣ୍ଡିଏ କାଗଜ ବଢ଼େଇ ଦେଇ କହିଲେ, ମାଆ! ସାର ଏ ଚିଠି ଦେଇଛନ୍ତି ଓ କହିଛନ୍ତି, ଏ ଚିଠିକୁ କେବଳ ତୁମ... Details