TT Ads

ମଧ୍ୟାହ୍ନ ଧୂପ ବେଳେ ହଠାତ୍ ଟଳି ପଡ଼ିଲେ ଶ୍ରୀମନ୍ଦିରର ସୁଆର ବଡୁ ସେବାୟତ। ତାଙ୍କୁ ଅସୁସ୍ଥ ଅବସ୍ଥାରେ ମେଡ଼ିକାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେବାୟତଙ୍କ ନାଁ ଜଗନ୍ନାଥ ସୁନାଥାଳି।


Warning: Trying to access array offset on value of type bool in /home/ameodia1/odishajagarana.in/wp-content/themes/trendymag/inc/extras.php on line 207
TT Ads

Leave a Reply

Your email address will not be published. Required fields are marked *