Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5243)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Tue, Sep 15, 2026
TT Ads
ତାଜା ଖବର
ଡିସେମ୍ବର ଦ୍ଵିତୀୟାର୍ଦ୍ଧରେ ଗ୍ରହ ସମାବେଶ ଭୁବନେଶ୍ୱର, (ଓଡ଼ିଶା ଜାଗରଣ) ୨୦୨୪ ମସିହା, ଡିସେମ୍ବରର ଦ୍ୱିତୀୟାର୍ଦ୍ଧ ଏବଂ ଜାନୁୟାରୀ ୨୦୨୫ର ପ୍ରଥମାର୍ଦ୍ଧ ଆକାଶରେ ଥିବା ୫ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଉତ୍କୃଷ୍ଟ ସୁଯୋଗ ଆସିବ। ଆମେ ଏହାକୁ ଗ୍ରହ ସମାବେଶ ବା ଇଂରାଜୀରେ ଏହାକୁ ଏକ ‘ପ୍ଲାନେଟ୍ ପରେଡ’ କୁହାଯାଏ। ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି, ଯାହା ଏକ ବିରଳ ମହାକାଶୀୟ ଘଟଣାକୁ ସୂଚାଇଥାଏ। ଆମେ ଜାଣିଛେ ଯେ ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଛନ୍ତି । ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ। ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ ଶୁକ୍ର ଗ୍ରହ, ତାର କିଛ ଉପରକୁ ଥିବ ଇସତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟର କିଛି ଉପରେ ଥିବ ଉଜ୍ବଳ ବୃହଷ୍ପତି ଗ୍ରହ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ। ରାତି ୯ଟା ବେଳକୁ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେତିକି ବେଳକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ। ସେହି କ୍ରମରେ ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ। ସାଧାରଣତଃ ବୁଧ ଗ୍ରହ, ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ। ଡିସେମ୍ବର ମାସ ୨୦ ତାରିଖରୁ ୩୦ ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ୍ ପୂର୍ବରୁ ଦିଗବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଦେଖାଯିବ
ଏହା ଛଡା ୟୁରାନସ୍ ଓ ନେପଚୁନ୍ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣରେ ଦେଖି ହେବ। ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ମାନେ ନିଜର ଦୂରବୀକ୍ଷଣ ଧରି ଏହି ମହାକାଶୀୟ ଉତ୍ସବ ଦେଖିବା ପାଇଁ ଓ ଜନସାଧାରଣଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ହେଲେଣି। ଏଭଳି ଏକ ଉତ୍କୃଷ୍ଟ ସୁଯୋଗ ହାତଛଡା ନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ୍ ପୂର୍ବତନ ନିର୍ଦ୍ଦେଶକ ଡ: ଶୁଭେନ୍ଦୁ ପଟ୍ଟନାୟକ।
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ତାଜା ଖବର
Home
ତାଜା ଖବର
ଓଡ଼ିଶା ଜାଗରଣ
December 21, 2024
0 sec read
438
ପ୍ଲାନେଟ ପ୍ୟାରେଡ
ଓଡ଼ିଶା ଜାଗରଣ
December 6, 2024
1 sec read
431
ଚନ୍ଦାପଣ ପାଇଁ ଆତ୍ମହତ୍ୟା
ଓଡ଼ିଶା ଜାଗରଣ
December 6, 2024
8 sec read
385
ମେଜର ଓ ବାନ୍ଧବୀଙ୍କୁ ଅସଦ ବ୍ୟବହାର ନେଇ କମିଶନଙ୍କ ଶୁଣାଣି ଆରମ୍ଭ
ଓଡ଼ିଶା ଜାଗରଣ
December 6, 2024
0 sec read
454
ଯାତ୍ରାମଞ୍ଚରେ ଅଶ୍ଳୀଳତାକୁ ନା
ଓଡ଼ିଶା ଜାଗରଣ
December 6, 2024
0 sec read
405
ମୁଁ ରାଜ୍ୟସଭା ଯିବା ଦୌଡ଼ରେ ନାହିଁ
ଓଡ଼ିଶା ଜାଗରଣ
December 6, 2024
0 sec read
744
ଦେଶର ସବୁଠୁ ପ୍ରଦୂଷିତ ସହର ଅନୁଗୁଳ
ଓଡ଼ିଶା ଜାଗରଣ
December 6, 2024
0 sec read
421
ସରିଲା ଶପଥ; ବିଭାଗ ବଣ୍ଟନ ଉପରେ ନଜର
ଓଡ଼ିଶା ଜାଗରଣ
December 6, 2024
0 sec read
447
ଭିଜିଲାନ୍ସ ଜାଲରେ ଏସିଏଫ୍ ରେବତୀ ରମଣ ଯୋଶୀ।
ଓଡ଼ିଶା ଜାଗରଣ
December 6, 2024
0 sec read
427
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
ଓଡ଼ିଶା ଜାଗରଣ
December 6, 2024
0 sec read
401
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
Prev.
1
…
80
81
82
83
Next
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5243)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
overcast clouds
30
℃
34º - 26º
humidity:
72%
wind:
4 km/h
32
℃
Wed
33
℃
Thu
33
℃
Fri
32
℃
Sat
32
℃
Sun
32
℃
Mon
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771