ଷ୍ଟକ୍ ବଜାରରେ ଆଜି ଥିଲା ସପ୍ତାହର ଶେଷ କାରବାର। ଏଥିରେ ସାଂଘାତିକ ଭାବେ ମାଡ଼ ହୋଇଛି ସେୟାର୍ ବଜାର। ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ୱର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ପ୍ରଭାବରେ ଭାରତୀୟ ଷ୍ଟକ ବଜାର କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଆଜିର ସେୟାର ବଜାର ରେକର୍ଡ କରିଛି।



