TT Ads

ବାଣିଜ୍ୟ ଏବଂ ପରିବହନ ବିଭାଗର ଏକ ସର୍ଭେ ଅନୁଯାୟୀ, ରାଜ୍ୟରେ ଚଳାଚଳ କରୁଥିବା ପ୍ରାୟ ୫୯ ପ୍ରତିଶତ ଯାନ ବୀମା ବିନାରେ ଚାଲୁଛି। ଯାହା ଫଳରେ ଅନେକ ଗାଡ଼ିର ମାଲିକ ଆର୍ଥିକ ବିପଦ ଏବଂ ଆଇନଗତ ପରିଣାମର ସମ୍ମୁଖୀନ ହେଉଛନ୍ତି।

ଶୁକ୍ରବାର ଖାରବେଳ ଭବନରେ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୧.୦୩ କୋଟି ପଞ୍ଜିକୃତ ଯାନ ମଧ୍ୟରୁ ୬୧.୫୭ ଲକ୍ଷରୁ ଅଧିକ ଯାନବାହନ ବୀମା କଭରେଜ୍ ପାଇନାହାଁନ୍ତି। ଏହି ବୈଠକ ରେ ଦେଇଥିଲେ, ଯାହା ବିଦ୍ୟମାନ ପ୍ରକ୍ରିୟାଗୁଡ଼ିକୁ ଉନ୍ନତ କରିବା ସହ ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ହିତାଧିକାରୀମାନଙ୍କୁ ତ୍ୱରିତ ଏବଂ ଅସୁବିଧାମୁକ୍ତ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବିଭାଗ ଯାନ ବୀମା ଦାବି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରମୁଖ ସଂସ୍କାର ଆଣିଛି।

ଏହାର ସୁବିଧା ଗାଡ଼ି ମାଲିକ ମାନେ ପାଇ ପାରିବେ ବୋଲି ଆଲୋଚନା ହୋଇଥିଲା।

TT Ads

Leave a Reply

Your email address will not be published. Required fields are marked *