Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5243)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Tue, Sep 15, 2026
TT Ads
ତାଜା ଖବର
ପାଠ ପଢ଼ିବାର କୌଣସି ବୟସ ନ ଥାଏ। ଏହା ପ୍ରମାଣିତ କରିଛନ୍ତି ତାମିଲନାଡ଼ୁର ମାଆ ଝିଅ। ଏକା ସାଙ୍ଗରେ ନିଟ୍ ପରୀକ୍ଷା ଦେଇ ପାସ୍ କରିଛନ୍ତି ୪୯ ବର୍ଷୀୟ ମାଆ ଓ ଝିଅ। ଏହି ଖବର ଆସିବା ପରେ ଏବେ ସାରା ଦେଶରେ ସେହି ମାଆ ଜଣଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି
।
ଖବର ନେବାରୁ ଜଣାପଡ଼ିଛି ଯେ, ଝିଅ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ଫିଜିଓଥେରାପିଷ୍ଟ ଅମୁଥାଭଲ୍ଲୀ ମଣିଭନ୍ନନଙ୍କର ବି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା। ପଢ଼ା ପରେ ତାଙ୍କର ଡାକ୍ତରୀ ପଢିବାକୁ ଇଚ୍ଛାଥିଲେ ବି ବିଭିନ୍ନ ସମସ୍ୟା ପାଇଁ ତାଙ୍କ ସ୍ୱପ୍ନ ପୂରା ହୋଇ ନ ଥିଲା ଆଉ ସେ ଫିଜିଓଥେରାପିକୁ ବାଛିଥିଲେ। ମାତ୍ର ୩ ଦଶନ୍ଧି ପରେ ଝିଅର ମେଡିକାଲ ପ୍ରସ୍ତୁତି ଦେଖି ପୁଣିଥରେ ସେ ନିଟ୍ ପାଇଁ ଫର୍ମ ପୂରଣ କରିଥିଲେ। ମାଆ ଝିଅ ଏକାଥରରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି।
ସେ କହିଛନ୍ତି ଯେ, ତାଙ୍କ ସମୟର ସିଲାବସ୍ ଏବେ ବହୁତ ଜଟିଳ ଥିଲା ଏବଂ ପାଠପଢ଼ା ପୂରା ବଦଳିଯାଇଛି। ମାତ୍ର ଝିଅ ଠାରୁ ବହି ଆଣି ଏବଂ ଝିଅର ସାହାଯ୍ୟ ନେଇ ସେ ପୁଣିଥରେ ସେ ମନ ଲାଗଇ ପାଠ ପଢ଼ିଥିଲେ। ଝିଅ କୋଚିଂ ନେଉଥିବାରୁ ତା ଠାରୁ ବହି ଆଣି ପ୍ରସ୍ତୁତ ହେଉଥିଲେ। ଝିଅ ବି ମାଆର ସ୍ୱପ୍ନକୁ ପୂରା କରିବାକୁ ମାଆକୁ ସାହାଯ୍ୟ କରିଥିଲେ।
ଆଉ ଶେଷରେ ଝିଅ ସହ ମାଆ ଦୁଇ ଜଣ ଯାକ ନିଟ୍ ପରୀକ୍ଷାରେ ପାସ୍ କରିଛନ୍ତି। ଆଉ ୪୯ ବର୍ଷୀୟା ମାଆ ଜଣଙ୍କ ନିଜ ଜିଲ୍ଲାରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ତେବେ ନିଟ୍ ପାସ୍ ପରେ ଝିଅକୁ ସବୁ ଶ୍ରେୟ ଦେଇଛନ୍ତି। ଝିଅଙ୍କୁ ଦେଖି ସେ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି କହିଛନ୍ତି ମାଆ।
ଅପରପକ୍ଷେ ଝିଅ ମଧ୍ୟ ମାଆଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି, ମୁଁ ଚାହୁଁଥିଲି କାହାକୁ ପଢ଼ାଇ କିମ୍ବା କେହି ମୋ ସହ ଏହି ପାଠପଢାରେ ସହଯୋଗ କରୁ ଯାହା ଫଳରେ ମୁଁ ରିଭାଇଜ୍ କରି ପାରିବି। ଯେହେତୁ ବାପା ଓକିଲ ସେ ଏଥିରେ ଆଗ୍ରହ ଦିଅନ୍ତିନି ମାତ୍ର ମାଆ ମେଡିକାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ସେ ଏହି କାମକୁ ମୋର ସହଜ କରିବା ସହ ସିଏ ବି ସଫଳ ହୋଇଛନ୍ତି।
ଫୋନ୍ ପେ’, ଗୁଗଲ ପେ’ର ଆୟ ୫ ହଜାର କୋଟି
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ତାଜା ଖବର
Home
ତାଜା ଖବର
ଓଡ଼ିଶା ଜାଗରଣ
August 1, 2025
0 sec read
351
ଏକାଥରରେ ନିଟ୍ ପାସ୍ କଲେ ମାଆ, ଝିଅ
ଓଡ଼ିଶା ଜାଗରଣ
July 31, 2025
0 sec read
363
୬ଟି ଭାରତୀୟ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ
ଓଡ଼ିଶା ଜାଗରଣ
July 30, 2025
0 sec read
299
ବ୍ରହ୍ମପୁତ୍ରରେ ଡ୍ୟାମ୍ ନୁହେଁ ବମ୍ କରୁଛି ଚୀନ
ଓଡ଼ିଶା ଜାଗରଣ
July 29, 2025
4 sec read
261
ତୁର୍କୀ କରିଛି ବିଶ୍ୱର ସବୁଠାରୁ ଭୟଙ୍କର ବୋମା ଗଜାପା
ଓଡ଼ିଶା ଜାଗରଣ
July 28, 2025
1 sec read
462
ପେଟ ଗ୍ୟାସ୍ ହେଉଥିଲେ ଚିନ୍ତା କରନ୍ତୁନି
ଓଡ଼ିଶା ଜାଗରଣ
July 28, 2025
0 sec read
685
ଫୋନ୍ ପେ’, ଗୁଗଲ ପେ’ର ଆୟ ୫ ହଜାର କୋଟି
ଓଡ଼ିଶା ଜାଗରଣ
July 26, 2025
0 sec read
342
ଚିନ୍ତା ବଢ଼ାଇଲା ସିନ୍ଥେଟିକ ଡ୍ରଗ୍ସ
ଓଡ଼ିଶା ଜାଗରଣ
July 25, 2025
0 sec read
377
ଏଲିଅନ୍ ଶିଶୁକୁ ନେଇ କ’ଣ କହୁଛନ୍ତି ଡାକ୍ତର
ଓଡ଼ିଶା ଜାଗରଣ
July 24, 2025
2 sec read
340
ସଡ଼କ ଦୁର୍ଘଟଣାରେ ପ୍ରତିଘଣ୍ଟାରେ ଯାଉଛି ୬ ଜୀବନ
ଓଡ଼ିଶା ଜାଗରଣ
July 23, 2025
2 sec read
354
ଘଣ୍ଟାକ ମଧ୍ୟରେ ୫ ଥର ଭୂକମ୍ପ: ରୁଷିଆରେ ସୁନାମି ସତର୍କତା
Prev.
1
2
3
4
…
83
Next
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5243)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1481)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
overcast clouds
30
℃
34º - 26º
humidity:
72%
wind:
4 km/h
32
℃
Wed
33
℃
Thu
33
℃
Fri
32
℃
Sat
32
℃
Sun
32
℃
Mon
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771