ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ଓଡ଼ିଶା ଜୁଡିସିଲ୍ ପରୀକ୍ଷା ଫଳ। ଏଥିରେ ରାଜ୍ୟର ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୪ ଜଣ କେବଳ ଛାତ୍ରୀ ରହିଛନ୍ତି। ପରୀକ୍ଷାରେ ସୋମେଶ ରଣବିଜୁଳି ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଅରୁଣିମା ପତି ଦ୍ୱିତୀୟସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି। ସେହିଭଳି ପୟଲ ଆଟ୍ଟା ତୃତୀୟସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି।
ଅନ୍ୟ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ହେଲେ
୪. ପ୍ରିୟଙ୍କା ଅଗ୍ରୱାଲ,
୫. ସ୍ମିତା ମହାପାତ୍ର,
୬. ଅଭିଳାଶ ଦାସ,
୭. ଋତୁପର୍ଣ୍ଣା ଦାସ,
୮. ଅନ୍ୱେଷା ଦାସ
୯. ରାଜଶ୍ରୀ ପ୍ରିୟଦର୍ଶିନୀ,
୧୦. ମନିତା ଦାସ,
୧୧. ଆକାଂକ୍ଷା ଭଟାଚାର୍ଯ୍ୟ,
୧୨. ଅଭିପ୍ସା ମହାକୁଡ଼,
୧୩. ଶ୍ରୀୟଙ୍କା ଦାସ,
୧୪. ଶ୍ୱେତା ପାଢ଼ୀ,
୧୫. ଶ୍ୱାତୀ ସାମଲ,
୧୬. ରାହୁଲ ବିକ୍ରମ ପାଠୀ,
୧୭. ନାଜିଆ ଫାଜଲ୍,
୧୮. ଆର୍ଯ୍ୟ କୁମାର ସେନାପତି,
୧୯. ଶ୍ରୀତା ଛୋଟରାୟ,
୨୦. ସିମ୍ରାନ ସୁକୁନିଆ,
୨୧. ଦେବଦତ୍ତ ଜେନା,
୨୨. ସ୍ୱସ୍ତିକ ଦାସ,
୨୩. ଗୌତମ ପଟ୍ଟନାୟକ,
୨୪. ଶୁଭଲକ୍ଷ୍ମୀ ଦାସ,
୨୫. ଉପାସନା ପଣ୍ଡା,
୨୬. ସୁଶ୍ରୀ ଶ୍ରବାଣୀ,
୨୭. ସ୍ମୃତି ପଟ୍ଟନାୟକ,
୨୮. ଆଶିଷ କୁମାର ଦେ,
୨୯. ସ୍ନିଗ୍ଧା ବେହେରା,
୩୦. ଅର୍ପିତ ସାହୁ,
୩୧. ରୋଜାଲିନ ବେହେରା,
୩୨. କାହ୍ନୁ କିସ୍କୁ
୩୩. କେସି ଇନ୍ଦ୍ରାଣୀ
୪. ପ୍ରିୟଙ୍କା ଅଗ୍ରୱାଲ,
୫. ସ୍ମିତା ମହାପାତ୍ର,
୬. ଅଭିଳାଶ ଦାସ,
୭. ଋତୁପର୍ଣ୍ଣା ଦାସ,
୮. ଅନ୍ୱେଷା ଦାସ
୯. ରାଜଶ୍ରୀ ପ୍ରିୟଦର୍ଶିନୀ,
୧୦. ମନିତା ଦାସ,
୧୧. ଆକାଂକ୍ଷା ଭଟାଚାର୍ଯ୍ୟ,
୧୨. ଅଭିପ୍ସା ମହାକୁଡ଼,
୧୩. ଶ୍ରୀୟଙ୍କା ଦାସ,
୧୪. ଶ୍ୱେତା ପାଢ଼ୀ,
୧୫. ଶ୍ୱାତୀ ସାମଲ,
୧୬. ରାହୁଲ ବିକ୍ରମ ପାଠୀ,
୧୭. ନାଜିଆ ଫାଜଲ୍,
୧୮. ଆର୍ଯ୍ୟ କୁମାର ସେନାପତି,
୧୯. ଶ୍ରୀତା ଛୋଟରାୟ,
୨୦. ସିମ୍ରାନ ସୁକୁନିଆ,
୨୧. ଦେବଦତ୍ତ ଜେନା,
୨୨. ସ୍ୱସ୍ତିକ ଦାସ,
୨୩. ଗୌତମ ପଟ୍ଟନାୟକ,
୨୪. ଶୁଭଲକ୍ଷ୍ମୀ ଦାସ,
୨୫. ଉପାସନା ପଣ୍ଡା,
୨୬. ସୁଶ୍ରୀ ଶ୍ରବାଣୀ,
୨୭. ସ୍ମୃତି ପଟ୍ଟନାୟକ,
୨୮. ଆଶିଷ କୁମାର ଦେ,
୨୯. ସ୍ନିଗ୍ଧା ବେହେରା,
୩୦. ଅର୍ପିତ ସାହୁ,
୩୧. ରୋଜାଲିନ ବେହେରା,
୩୨. କାହ୍ନୁ କିସ୍କୁ
୩୩. କେସି ଇନ୍ଦ୍ରାଣୀ


