TT Ads

ଚାଲିଥିଲା ବିବାହ ବିଚ୍ଛେଦ ମାମଲା

ବାଲେଶ୍ଵର, ୯/୧(ଓଡ଼ିଶା ଜାଗରଣ): ସ୍ବାମୀ ସ୍ତ୍ରୀ ମଧ୍ୟରେ ଚାଲିଥିଲା ବିବାହ ବିଚ୍ଛେଦ। ସ୍ବାମୀ ସ୍ତ୍ରୀକୁ ଡାକିଲା। ସ୍ବାମୀ କଥାରେ ବିଶ୍ୱାସ କରି ସ୍ତ୍ରୀ ଆସିବା ପରେ ତାକୁ ଛୁରାମାଡ କରିଛି ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଷ୍ଟେସନ ରୋଡ ଅଞ୍ଚଳରେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି।

ଖବର ନେବାରୁ ଜଣାପଡ଼ିଛି ଯେ ଭାରତ ମଲ୍ଲିକଙ୍କ ପତ୍ନୀ ହେଉଛନ୍ତି ଗୀତାଞ୍ଜଳି। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାହ ବିଚ୍ଛେଦ ଲାଗି ରହିଥିଲା। ଆଜି ହଠାତ୍ ଭରତ ଗୀତାଞ୍ଜଳିଙ୍କୁ ଡାକି ଚୁରି ଭୂସିଥିଲେ।


Warning: Trying to access array offset on value of type bool in /home/ameodia1/odishajagarana.in/wp-content/themes/trendymag/inc/extras.php on line 207
TT Ads

Leave a Reply

Your email address will not be published. Required fields are marked *