TT Ads

ଢେଙ୍କାନାଳ, ୯/୧(ଓଡ଼ିଶା ଜାଗରଣ): ମେସିନ ତାଡି ଟଙ୍କା କୁଟିନେଲେ। ପରେ ନଷ୍ଟ ପାଇଁ ଏଟିଏମ୍ ଜାଳିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପଞ୍ଚୁପଟିରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରୁଛି।


Warning: Trying to access array offset on value of type bool in /home/ameodia1/odishajagarana.in/wp-content/themes/trendymag/inc/extras.php on line 207
TT Ads

Leave a Reply

Your email address will not be published. Required fields are marked *