TT Ads

୩ ରେ ଶପଥ ନେବେ ହରିବାବୁ
ଭୁବନେଶ୍ୱର, ୧/୧(ଓଡ଼ିଶା ଜାଗରଣ): ଆସନ୍ତା କାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭପତି। ସେ ପ୍ରଥମେ ଭୁବନେଶ୍ୱରରୁ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଆସନ୍ତା ଜାନୁଆରୀ ୩ ତାରିଖରେ ରାଜଭବନରେ ହେବାକୁ ଥିବା ସ୍ଵତନ୍ତ୍ର ଶପଥ ପାଠ ଉତ୍ସବରେ ଶପଥ ଗ୍ରହଣ କରିବେ ନୂଆ ରାଜ୍ୟପାଳ। ପ୍ରକାଶ ଥାଉ କି ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ରାଜ୍ୟପାଳ ପଦ ଖାଲି ପଡ଼ିଛି।

OJ Ads

Leave a Reply

Your email address will not be published. Required fields are marked *