Latest post
ରାଜନୀତିରେ ମହିଳାଙ୍କ ଭାଗୀଦାରିତା
ଶାରଦୀୟ ବିଶେଷାଙ୍କ ୨୦୨୫
କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?
Popular Posts
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5245)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1482)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Stay Connected
କଲ୍ୟାଣ +୯୧ ୯୪୩୮୩ ୬୨୩୭୨
[email protected]
Wed, Sep 16, 2026
TT Ads
ତାଜା ଖବର
ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ମନମୋହନ ସାମଲ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଂଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏହା ପରେ ଆସନ୍ତାକାଲି ବିଜେପି ସଭାପତି ଘୋଷଣା ହେବ ବୋଲି ଜଣାପଡ଼ିଛି।
୧୯୭୮ରେ ୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ ସାମଲ। ପରବର୍ତ୍ତୀ ସମୟରେ ୧୯୭୯ରୁ ୮୧ ମସିହା ପର୍ଯ୍ୟନ୍ତ ଏବିଭିପି ରାଜ୍ୟ ସମ୍ପାଦକ ଭାବେ ଓ ୧୯୮୧-୮୨ ପର୍ଯ୍ୟନ୍ି ଏବିଭିପିର ରାଜ୍ୟ ଉପସଭାପତି ଦାୟିତ୍ୱ ତୁଲାଇଥିଲେ ଶ୍ରୀ ସାମିଲ। ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ୧୯୮୪ ମସିହାରେ ବିଜେପିର ବାଲେଶ୍ୱର ଜିଲ୍ଲା ସମ୍ପାଦକ ଦାୟିତ୍ୱ ତୁଲାଇଥିବା ବେଳେ ୧୯୯୦ରୁ ୯୨ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସମ୍ପାଦକ ଭାବେ ରହିଥିଲେ ମନମୋହନ। ସେହିଭଳି ୧୯୯୨ରୁ ୯୯ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ,ବଂ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଭାବେ ରହିଥିଲେ। ୨୦୦୦ ମସିହାରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଧାମନଗର ବିଧାୟକ ସହ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ରହିଥିବା ବେଳେ ୨୦୨୩ରେ ରାଜ୍ୟ ବିଜେପି ସଭାପତି ଭାବେ ରହିଥିଲେ।
ଶ୍ର୍ରୀ ସାମଲ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ଦୀର୍ଘ ୮ ବର୍ଷ କାମ କରିବାର ତାଙ୍କର ଅଭିଜ୍ଞତା ରହିଛି। ଓଡ଼ିଶା ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବିଧାନସଭା ନିର୍ବାଚନ-୨୦୦୪ରେ ସେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ମନମୋହନ ସାମଲ ୧୯୫୯ ମସିହାର ଏପ୍ରିଲ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କମ୍ଭୁପାଣି ସାମଲ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳା ଏବଂ ଓକିଲାତିରେ ସ୍ନାତକ। ସେ ପ୍ରଣତୀ ସାମଲଙ୍କୁ ବିବାହ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ। ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
କ’ଣ ଖାଉଛନ୍ତି ଫଳ, ନା ବିଷ ?
ସହର
ଜିଲ୍ଲା
ରାଜ୍ୟ
ଦେଶ ବିଦେଶ
ସଂପାଦକୀୟ

ରାଜନୀତି

ଅପରାଧ

ମନୋରଞ୍ଜନ

ବାଣିଜ୍ୟ

ଫିଚର୍

ନାରୀ

ସ୍ଵାସ୍ଥ୍ୟ

ପତ୍ରିକା

ଭିଡ଼ିଓ

ଅନ୍ୟାନ୍ୟ

ଚିତ୍ରରେ ଖବର
ଅତିଥିଙ୍କ କଲମରୁ
ସାହିତ୍ୟ
ସାକ୍ଷାତକାର
ଖେଳ
Category: ରାଜନୀତି
Home
ରାଜନୀତି
ଓଡ଼ିଶା ଜାଗରଣ
July 7, 2025
1 sec read
375
ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ
ଓଡ଼ିଶା ଜାଗରଣ
June 24, 2025
0 sec read
271
ସରକାରୀ ଯୋଜନା ସମ୍ପର୍କରେ ଜାଣୁନାହାନ୍ତି ଅଫିସର୍
ଓଡ଼ିଶା ଜାଗରଣ
June 21, 2025
1 sec read
312
ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ପାକିସ୍ତାନର ଦାବି
ଓଡ଼ିଶା ଜାଗରଣ
June 20, 2025
0 sec read
322
ଘନଘନ ଯୁଦ୍ଧ: ନଛୋଡବନ୍ଧା ଇରାନ୍: ଇରାନ-ଇସ୍ରାଏଲ୍
ଓଡ଼ିଶା ଜାଗରଣ
June 18, 2025
0 sec read
266
ଇରାନ ବାହାର କଲା ଭୟଙ୍କର କ୍ଷେପଣାସ୍ତ୍ର
ଓଡ଼ିଶା ଜାଗରଣ
June 16, 2025
0 sec read
390
କଂଗ୍ରେସର ସାମିଲ ହେଲେ ଆଝାରୁଦ୍ଦିନଙ୍କ ପୁଅ
ଓଡ଼ିଶା ଜାଗରଣ
June 14, 2025
0 sec read
386
ବିମାନ ଦୁର୍ଘଟଣା ପଛରେ ତୁର୍କୀକୁ ରାମଦେବଙ୍କ ଅଙ୍ଗୁଳି
ଓଡ଼ିଶା ଜାଗରଣ
June 2, 2025
0 sec read
313
ପାକିସ୍ତାନ ହାରିଲା ତେବେ ଅସ୍ତ୍ର ବିରତି କାହିଁକି
ଓଡ଼ିଶା ଜାଗରଣ
June 1, 2025
1 sec read
377
ମୁହଁ ଖୋଲିଲେ ବରିଷ୍ଠ ସେନା ଅଧିକାରୀ: ଖସିଛି ଭାରତୀୟ ଜେଟ୍
ଓଡ଼ିଶା ଜାଗରଣ
May 30, 2025
0 sec read
206
ଅପରେସନ୍ ସିନ୍ଦୂର ନାଁରେ ରାଜନୈତିକ ହୋଲି ଖେଳୁଛି ବିଜେପି: ମମତା
Prev.
1
2
3
4
…
17
Next
Popular Post
Sahoo Bhauja: ସାହୁ ଭାଉଜଙ୍କ ନାଁରେ ମାମଲା, IICଙ୍କ ନାଁରେ ତଦନ୍ତ ଆରମ୍ଭ
(5245)
ଓଡ଼ିଶା ଜାଗରଣ
December 30, 2024
ଟ୍ରମ୍ଫ ମାଡ଼ରେ ଖସୁଛି ସୁନା ଦର
(2006)
ଓଡ଼ିଶା ଜାଗରଣ
April 8, 2025
କୁମ୍ଭମେଳା ଛାଡ଼ି କାହିଁକି ଗଲେ ମୋନାଲିସା
(1786)
ଓଡ଼ିଶା ଜାଗରଣ
January 22, 2025
ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ
(1482)
ଓଡ଼ିଶା ଜାଗରଣ
May 16, 2025
ଲୁଟ୍ ପାଇଁ ଡବଲ୍ ମର୍ଡର; ୪ ଜଣଙ୍କୁ ଆଜୀବନ ଜେଲ୍
(1277)
ଓଡ଼ିଶା ଜାଗରଣ
January 28, 2025
Newsletter
Weather
Bhubaneswar
overcast clouds
31
℃
34º - 26º
humidity:
70%
wind:
4 km/h
33
℃
Thu
33
℃
Fri
32
℃
Sat
32
℃
Sun
33
℃
Mon
34
℃
Tue
ଆମେରିକାର ପୁର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କର୍କଟ
Cora2137
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Ken987
24 May 2025
ଲଘୁଚାପ ଆସୁଛି ମୌସୁମୀର ହାତ ଧରି
Paris2960
24 May 2025
ପହଲଗାମ ଘଟଣା ପରେ ଜମ୍ମୁ-କଶ୍ମୀରର ୮୪ ପର୍ଯ୍ୟଟନସ୍ଥଳ ବନ୍ଦ
Igor744
1 May 2025
ଆସନ୍ତା ମେ ଦୁଇ ପର୍ଯ୍ୟନ୍ତ କାଳ ବୈଶାଖୀ ସତର୍କତା
Ella2771